ଦଃସ୍ଗଟ୍ ଦଃଙ୍ଗ୍ଳିର୍ କଃତା
1“ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ ।2ସେମଃନାର୍ ବିତ୍ରେ ହାଁଚ୍ ଗଟ୍ ନିର୍ବୁଦିଆଣି ରିଲାୟ୍ ଆର୍ ହାଁଚ୍ ଗଟ୍ ବୁଦିଆଣି ରିଲାୟ୍ ।3ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ଗଃଳାୟ୍, ମଃତର୍ ସେମଃନ୍ ବିନେ ଅଃଦିକ୍ ଚିକଣ୍ ଦଃରି ନଃରିଲାୟ୍ ।4ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ସଃଙ୍ଗ୍ ବିନେ ଅଃଦିକ୍ ଚିକଣ୍ ଦଃରି ରିଲାୟ୍ ।5ବଃର ଆସୁକ୍ ବେଳ୍ କଃଲା ଗିନେ ସଃବୁ ଦଃଙ୍ଗ୍ଳିମଃନ୍ ଗୁନି ଗୁନି ସଇଲାୟ୍ ।”6“ମଃତର୍ ମଃଜାରାତି ବଃଳ୍, ‘ଏଦେ ଦଃକା, ବଃର ଆୟ୍ଲାନି, ଆସା ବେଟୁକ୍ ଜୁଆଁ,’ ବଃଲି ଲକ୍ମଃନ୍ ଉଲ୍ଗାଟ୍ ଅୟଃଲାୟ୍ ।7ସଃଡେବଃଳ୍ ସେ ଦଃସ୍ଗଟ୍ ଦଃଙ୍ଗ୍ଳିମଃନ୍ ଉଟି ଅଃହ୍ଣା ଅଃହ୍ଣାର୍ କୁପି ହଃଜାଳ୍ଲାୟ୍ ।8ତାର୍ହଃଚେ ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ସେ ବୁଦିଆଣି ଦଃଙ୍ଗ୍ଳିମଃନ୍କେ କୟ୍ଲାୟ୍, ‘ତୁମାର୍ ଚିକଣ୍ ଅଃମିକ୍ କଃଣ୍ଡେକ୍ ଦିଆ, କାୟ୍ତାକ୍ବଃଲେକ୍ ଅଃମାର୍ କୁପିସଃବୁ ଲିବି ଜଃଉଁଲି ।’9ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ କୟ୍ଲାୟ୍, ‘ନାୟ୍, ନାୟ୍, ନାୟ୍, ତୁମାର୍ ଅଃମାର୍ ଗିନେ ଚିକଣ୍ ନଃକେଟେ । ଦୁକାଣେ ଜାୟ୍ ନିଜାର୍ ନିଜାର୍ ଗିନେ ଚିକଣ୍ ଗେନି ଆଣା ।’10ମଃତର୍ ସେମଃନ୍ ଚିକଣ୍ ଗେନୁକ୍ ଜାତାବଃଳ୍ ବଃର ଆୟ୍ଲା, ଆର୍ ଜୁୟ୍ ହାଁଚ୍ ଗଟ୍ ଦଃଙ୍ଗ୍ଳିମଃନ୍ ତିଆର୍ ଅୟ୍ରିଲାୟ୍, ସେମଃନ୍ ବଃର ସଃଙ୍ଗ୍ ବିବା ଗଃରେ ହୁର୍ଲାୟ୍, ଆର୍ ଦୁଆର୍ ଡାହାଅୟ୍ଲି ।”11“ତାର୍ହଃଚେ ସେ ହାଁଚ୍ଗଟ୍ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ହେଁ ଆସି କୟ୍ଲାୟ୍, ‘ଏ ମାପ୍ରୁ, ଏ ମାପ୍ରୁ, ଅଃମାର୍ ଗିନେ କଃହାଟ୍ ଉଗାଳା ।’12ମଃତର୍ ବଃର ସେମଃନ୍କେ କୟ୍ଲା, ‘ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ତୁମିମଃନ୍କେ ନଃଜାଣି ।’”13ଇ କଃତା କୟ୍ ସଃରାୟ୍ ଜିସୁ କୟ୍ଲା, “ତଃବେ ଜଃଗ୍ରାତ୍ ଅୟ୍ରିଆ, କାୟ୍ତାକ୍ବଃଲେକ୍ ତୁମିମଃନ୍ ନଃରାର୍ ହୟ୍ସି ଆସ୍ତାର୍ ସେଦିନ୍ କି ସେବେଳା ନଃଜାଣାସ୍ ।”ତିନିଗଟ୍ ଦଃଙ୍ଗ୍ଳାର୍ କଃତା
14“ଗଟ୍ ଦିନ୍ ଗଟ୍ ଲକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ କୁଦିକଃରି ଅଃହ୍ଣାର୍ ସଃବୁ ଦଃନ୍ବିତ୍ ତାକାର୍ ଆତେ ସଃର୍ହି ଦିଲା, ଆର୍ ବିଦେସ୍ ଜଃଉଁକେ ବାରାୟ୍ଲା, ସଃର୍ଗ୍ ରାଇଜ୍ ଇହର୍ ।15ସେ ଗଟ୍ ଲକ୍କେ ହାଁଚ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଦୁୟ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଗଟେକ୍ ଅଃଜାର୍ ରୁହା ଟଃକା, ଇରଃକମ୍ ସେମଃନ୍କେ ସେମଃନାର୍ ହାର୍ତା ସଃକାତ୍ ଦଃକି ଦଃୟ୍କଃରି, ସେ ବିଦେସ୍ ଗଃଲା ।16ଜୁୟ୍ ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ସଃଙ୍ଗେ ସଃଙ୍ଗେ ସେରି ବେବାର୍ କଃରି ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା ।17ସେରଃକମ୍ ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ହେଁ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା ।18ମଃତର୍ ଜୁୟ୍ ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ ରିଲା, ସେ ଜାୟ୍ ଗଟ୍ କାଲ୍ କଃଣି ଅଃହ୍ଣାର୍ ସାଉକାରାର୍ ସେ ଟଃକାକ୍ ତହିକଃରି ମାଟାୟ୍ ଲୁକାୟ୍ ରିଲା ।”19“ବୁତେକ୍ ଦିନାର୍ ହଃଚେ ସେ ଗତିଦଃଙ୍ଗ୍ଳାମଃନାର୍ ସାଉକାର୍ ବାଉଳି ଆସି ସେମଃନାର୍ ସଃଙ୍ଗ୍ ତଃହ୍ଣା ଦଃୟ୍ରିଲା ଟଃକାର୍ ଇସାବ୍ କଃରୁକେ ଦଃର୍ଲା ।20ଜୁୟ୍ ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଆଣି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ହାଁଚ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍, ଅଃବେ ମୁଁୟ୍ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ବେବାର୍ କଃରି ଲାବ୍ କଃରି ଆଚି ।’21ତାର୍ ସାଉକାର୍ ତାକ୍ କୟ୍ଲା, ‘ବଃଡେ ସଃତ୍, ଆର୍ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ମୁଁୟ୍ ତକେ ବୁତେକ୍ ବିସୟେ ଅଃଦିକାର୍ ଦଃୟ୍ନ୍ଦ୍, ତୁୟ୍ ତର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’”22“ତାର୍ହଃଚେ ଜୁୟ୍ ଦଃଙ୍ଗ୍ଳା ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ଦୁୟ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍ ମୁଁୟ୍ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃରି ଆଚି ।’23ତାର୍ ସାଉକାର୍ ତାକ୍ କୟ୍ଲା, ‘ତୁୟ୍ ବଃଡେ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ତକେ ବୁତେକ୍ କଃତା ଉହ୍ରେ ଅଃଦିକାର୍ ଦଃୟ୍ନ୍ଦ୍ । ତୁୟ୍ ଅଃହ୍ଣାର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’”24“ତାର୍ହଃଚେ ଜୁୟ୍ ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ଦଃକ୍, ତୁୟ୍ ବଃଡେ ଅଃଟୁଆ ମଃନାର୍ ଲକ୍ । ତୁୟ୍ ଜୁୟ୍ତି ବୁଣି ନଃରେସି ସେତି କାଟ୍ସି ଆର୍ ଜୁୟ୍ତି ତୁୟ୍ ଉଡାଳି ନଃରେସି ସେତି ରୁଣ୍ଡାଉସି, ଇରି ମୁଁୟ୍ ଜାଣିରିଲେ ।25ଇତାର୍ ଗିନେ ମୁଁୟ୍ ତକେ ଡିରିକଃରି ତର୍ ଟଃକାକ୍ ମାଟିତଃଳେ ତହି ଲୁକାୟ୍ ସଃଙ୍ଗାୟ୍ ରିଲେ, ଦଃକ୍ ତୁୟ୍ ନିଜାର୍ ଟଃକା ହାୟ୍ଲିସ୍ ।’”26“ମଃତର୍ ତାର୍ ସାଉକାର୍ ତାକ୍ କୟ୍ଲା, ‘ଏରେ ଦୁସ୍ଟ୍ ଆର୍ ଅଃଳ୍ସିଆ ଗତିଦଃଙ୍ଗ୍ଳା, ମୁଁୟ୍ ଜୁୟ୍ତି ବୁଣି ନଃରେୟ୍ ସେତି କାଟିନ୍ଦ୍, ଆର୍ ଜୁୟ୍ତି ତାସ୍ ଉଡାଳି ନଃକେରି ସେତି ରୁଣ୍ଡାୟ୍ନ୍ଦ୍, ଇରି କାୟ୍ ତୁୟ୍ ଜାଣିରିଲିସ୍ ?27ତଃବେ ତୁୟ୍ କଃଣ୍ତର୍ ଲାଗାୟ୍ ରିଲେକ୍, ମୁଁୟ୍ ଆସି କଃଣ୍ତର୍ ସଃଙ୍ଗ୍ ମର୍ ଟଃକା ହାୟ୍ଲେହୁଣି ।’28ଆରେକ୍ ସାଉକାର୍ କୟ୍ଲା, ‘ଇ ଲକାର୍ ତଃୟ୍ହୁଣି ଇ ଟଃକା ନଃୟ୍ ଜାର୍ ଦଃସ୍ ଅଃଜାର୍ ଟଃକା ଆଚେ, ତାକ୍ ଦିଆସ୍ ।29ବଃଲେକ୍ ଜୁୟ୍ ଲକାର୍ ଆଚେ ତାକ୍ ଦିଆ ଅୟ୍ଦ୍ ଆର୍ ତାର୍ ଜଃବର୍ ଅୟ୍ଦ୍ । ମଃତର୍ ଜାର୍ ନାୟ୍, ତାର୍ ହାକ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।30ଆର୍ ତୁମିମଃନ୍ ଇ ଅଃଳ୍ସିଆ ଗତିଦଃଙ୍ଗ୍ଳାକ୍ ହଃଦାୟ୍ ଅଃନ୍ଦାରେ ହଃକାଉଆ, ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।’”ସଃରାସଃରି ବିଚାର୍
31“ଜଃଡେବଃଳ୍ ସଃବୁ ସଃର୍ଗ୍ଦୁତ୍ ସଃଙ୍ଗ୍ ରଃଜା ଅୟ୍ ଜଃଜ୍ମାନ୍ ସଃଙ୍ଗ୍ ନଃରାର୍ ହୟ୍ସି ଆସେଦ୍, ସଃଡେବଃଳ୍ ସେ ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ ।32ଆରେକ୍ ତାର୍ ମୁଏଁ ସଃବୁ ବାସାର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରା ଅୟ୍ଦ୍, ଆର୍ ସେମଃନ୍କେ ଦୁୟ୍ ଦଃଳ୍ କଃରି ବାଗ୍ କଃରେଦ୍, ଜଃନ୍କଃରି ଗଃଉଳିଆ ଚେଳିକ୍ ଆର୍ ମେଣ୍ଡାକେ ଅଃଲ୍ଗା କଃରି,33ମେଣ୍ଡାମଃନ୍କେ ତାର୍ କାତା ବାଟ୍ୟା ଆର୍ ଚେଳିମଃନ୍କେ ତାର୍ ଡେବ୍ରି ବାଟ୍ୟା ଟିଆ କଃରେଦ୍ ।34ତାର୍ହଃଚେ ରଃଜା ତାର୍ କାତା ବାଟ୍ୟାର୍ ଲକ୍ମଃନ୍କେ କୟ୍ଦ୍, ‘ଆସା, ମର୍ ଉବାର୍ ଆସିର୍ବାଦ୍ ହାୟ୍ଲା ଲକ୍ମଃନ୍ । ତୁମାର୍ ଗିନେ ଜଃଗତାର୍ ଆରୁମେ ଜୁୟ୍ ରାଇଜ୍ ତିଆର୍ ଅୟ୍ଆଚେ, ଆସା ସେ ରାଇଜାର୍ ଅଃଦିକାରି ଅଃଉଆ ।35ବଃଲେକ୍ ମୁଁୟ୍ ବୁକେ ରିଲେ, ତୁମିମଃନ୍ ମକ୍ କାଉଁକେ ଦିଲାସ୍; ଆର୍ ମୁଁୟ୍ ସସେ ରିଲେ, ତୁମିମଃନ୍ ମକ୍ ହାଣି ସକୁକ୍ ଦିଲାସ୍; ମୁଁୟ୍ ହଃର୍ବାସି ରିଲେ, ମକ୍ ରେଉଁକ୍ ତୁମାର୍ ଗଃରେ ଟାଣ୍ ଦିଲାସ୍;36ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’”37“ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପ୍ରୁ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ ?38ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ ?39ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ ?’40ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’”41“ତାର୍ହଃଚେ ରଃଜା ତାର୍ ଡେବ୍ରି ବାଟ୍ୟାର୍ ଲକ୍ମଃନ୍କେ ହେଁ କୟ୍ଦ୍, ‘ଏ ଇସ୍ୱରାର୍ ସାୟ୍ପ୍ ହାୟ୍ଲା ଲକ୍ମଃନ୍ ମର୍ ମୁୟେଁହୁଣି ଦୁର୍ ଅଃଉଆ ! ଆର୍ ସୟ୍ତାନ୍ ଆର୍ ତାର୍ ଦୁତ୍ ମଃନାର୍ ଗିନେ ସଃବୁ ଦିନାର୍ ହାଁୟ୍ ଜୁୟ୍ ଜୟ୍ ତିଆର୍ ଅୟ୍ଆଚେ ସେତି ଜଃହା ।42ବଃଲେକ୍ ମୁଁୟ୍ ବୁକେ ରିଲେ ତୁମିମଃନ୍ ମକ୍ କାଉଁକେ ନଃଦିଲାସ୍; ସସେ ରିଲେ, ମକେ ହାଣି ସକୁକ୍ ନଃଦିଲାସ୍ ।43ମୁଁୟ୍ ହଃର୍ବାସି ରିଲେ, ମକ୍ ତୁମିମଃନ୍ ଟାଣ୍ ନଃଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ମକ୍ ବଃସ୍ତର୍ ହିନ୍ଦୁକେ ନଃଦିଲାସ୍; ମୁଁୟ୍ ମଃଳୁହଃଳି ରିଲେ ଆର୍ ଜଃଇଲେ ରିଲେ, ମକ୍ ଦଃକୁକେ ନାୟ୍ଲାସ୍ ।’”44“ତଃବେ ସେମଃନ୍ ହେଁ କଃଉତି, ‘ଏ ମାପ୍ରୁ, କଃବେ ଅଃମିମଃନ୍ ତକେ ବୁକେ ରିଲାର୍ କି ସସେ ରିଲାର୍, ଆର୍ ହଃର୍ବାସି ରିଲାର୍ କି ନଃଗ୍ଳା ରିଲାର୍, ଆର୍ ମଃଳୁହଃଳି ରିଲାର୍ କି ଜଃଇଲେ ରିଲାର୍ ଦଃକି ତର୍ ସେବା ନଃକେଲୁ ?’45ତଃବେ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଇନସ୍ତା ଲକାର୍ ବିତ୍ରାର୍ ଗଟେକ୍ ନିଗାଳ୍ ଲକ୍କେ ହେଁ ଇ ସଃବୁ କଃରି ନଃରିଲାର୍ଗିନେ ତୁମିମଃନ୍ ମକ୍ ନଃକେଲାସ୍ ।’46ଆର୍ ଇ ଲକ୍ମଃନ୍ ସଃବୁ ଦିନାର୍ ଗିନେ ଡଃଣ୍ଡ୍ ବଃଗ୍ତି, ମଃତର୍ ଦଃର୍ମି ଲକ୍ମଃନ୍ ସଃବୁ ଦିନାର୍ ଗିନେ ଅଃମ୍ବର୍ ଜିବନ୍ ଅଃଦିକାରି କଃରୁକେ ଜାତି ।”