ଏବ୍ରି3bdv_twf
ଜିସୁ ମସାର୍ ତଃୟ୍ହୁଣି ବଃଡ୍
1କ୍ରିସ୍ଟିଆନ୍ ସଃଙ୍ଗ୍ମଃନ୍ ଏ ଇସ୍ୱରାର୍ କୁଦାୟ୍ ଅୟ୍ଲାର୍ ପବିତ୍ର ବାୟ୍ବେଣିମଃନ୍, ଅଃମିମଃନାର୍ ବିସ୍ୱାସାର୍ କଃତା ହଃର୍କାରେ ପେରିତ୍ ଆର୍ ମୁଳ୍ ଜାଜକ୍ ଜିସୁର୍ କଃତା ବାବି ଦଃକା;2ମସା ଜଃନ୍କାର୍ ଇସ୍ୱରାର୍ ଗଃର୍ ବିତ୍ରେ ବିସ୍ୱାସି ରିଲା, ଇସ୍ୱର୍ ବାଚ୍ଲା ଜିସୁ ସେରଃକମ୍ ଇ କାମେ ଇସ୍ୱର୍ ତଃୟ୍ ବିସ୍ୱାସି ରିଲା ।3ଗଃର୍ ତଃୟ୍ହୁଣି ଗଃର୍ ତିଆର୍ କଃରୁ ଜଃନ୍କଃରି ଅଃଦିକ୍ ମାୟ୍ନ୍ ହାୟ୍ଦ୍, ସେବାନ୍ୟା ସେ ମସାର୍ ତଃୟ୍ହୁଣି ଅଃଦିକ୍ ଜଃଜ୍ମାନାର୍ ଜୟ୍ଗ୍ ବଃଲି ଗଃଣିତା ଅୟ୍ଆଚେ ।4ଜଃନ୍କାର୍ କି ହଃତି ଗଃର୍ କୁୟ୍ ନୟ୍ଲେକ୍ କୁୟ୍ ଲକ୍ ତିଆର୍ କଃଲାର୍, ମଃତର୍ ସଃବୁ ବିସୟାର୍ ଜେ ତିଆର୍ କଃର୍ତା ଲକ୍, ସେ ଇସ୍ୱର୍ ।5ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା ।6ମଃତର୍ କ୍ରିସ୍ଟ ତାର୍ ହୟ୍ସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।ଇସ୍ୱରାର୍ ଲକ୍ମଃନାର୍ ଗିନେ
7ବଃଲେକ୍ ପବିତ୍ର ଆତ୍ମା ଜଃନ୍କାର୍ କୟ୍ଦ୍,“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,8ଜଃନ୍କଃରି ରିସା ଜାତ୍ ଅଃଉତା ଟାଣେ ଆର୍ ବଃଟାୟ୍ ପରିକ୍ୟା ଦିନ୍ ଗଃଟିରିଲି,ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।9ସେ ବଃଟାୟ୍ ତୁମିମଃନାର୍ ଦାଦିବାବୁମଃନ୍ ପରିକ୍ୟା କଃରି ଅଃମିକ୍ ଲଳ୍ଲାୟ୍,ଆର୍ ଚାଳିସ୍ ବଃର୍ସ୍ ହଃତେକ୍ ଅଃମାର୍ କାମ୍ ଦଃକ୍ଲାୟ୍ ।10ସେତାର୍ଗିନେ ଅଃମି ଇ ବଃଉଁସ୍ ଉହ୍ରେ ରିସା ଅୟ୍ କୟ୍ଲୁ,‘ସେମଃନ୍ ସଃବୁବଃଳ୍ ମଃନେ ବାଣା ଅୟ୍ଆଚ୍ତି, ସେମଃନ୍ ଅଃମାର୍ ବାଟ୍ ସଃବୁ ନଃଜାଣ୍ତି ।ଆର୍ ମର୍ ଆଦେସ୍ ମାନୁ ନଃଚ୍ତି ।11ଇତାକ୍ ମୁୟ୍ଁ ନିଜେ ରିସା ଅୟ୍ ସଃୟ୍ତ୍ କଃଲେ,ସେମଃନ୍ ମୁୟ୍ଁ କୟ୍ଲା ଦେସେ କଃବେହେଁ ହୁରୁ ନଃହାର୍ତି ।’”12ଏ ବାୟ୍ବେଣିମଃନ୍, ଜଃଗ୍ରାତ୍, ଅଃଉଆ ଜଃନ୍କଃରି ତୁମାର୍ କାର୍ ମଃନ୍ ଜିବନ୍ ଇସ୍ୱରାର୍ ବିସ୍ୱାସ୍ ତଃୟ୍ହୁଣି ଦୁରି ନଃଜଃଉଅ ।13ମଃତର୍ କଃଡେବଃଳ୍ ହାହାର୍ ଟକ୍ତା ତଃୟ୍ ତୁମିମଃନାର୍ ବିତ୍ରେ କେ ଅଃଟୁଆ ମଃନାର୍ ଲକ୍ ଅୟ୍ଦ୍, ଇତାର୍ ଗିନେ ଆଜି ବେଳା ରେଉଁ ରେଉଁ ହଃତି ଦିନ୍ ଗଟ୍ଲକ୍ ଆରେକ୍ ଗଟେ ଲକେ ଉହ୍କାର୍ କଃର ।14ବଃଲେକ୍ ଆରୁମେ ଅଃମିମଃନାର୍ ଜୁୟ୍ ବିସ୍ୱାସ୍ ରିଲି, ସେରି ଜଦି ସେସ୍ ହଃତେକ୍ ଦଃରି ରେଉଁନ୍ଦ୍, ତଃବେ କ୍ରିସ୍ଟର୍ ସଃଙ୍ଗାର୍ ବାଗିଦାରି ଅୟ୍ ରେଉଁନ୍ଦ୍ ।15କଃତା ଆଚେ,“ଆଜି ଜଦି ତୁମିମଃନ୍ ତାର୍ କଃତା ସୁଣାସ୍,ଜଃନ୍କଃରି ରିସା ଜଃନ୍ମାଉତା ଟାଣେ ଗଃଟିରିଲି,ସେମଃନ୍ ଇସ୍ୱରାର୍ ବିରଦି ଅୟ୍ରିଲାୟ୍ ସେବାନ୍ୟା ନିଜାର୍ ନିଜାର୍ ମଃନ୍ ଅଃଟୁଆ କଃରା ନାୟ୍ ।”16ତଃବେ ଜୁୟ୍ ଲକ୍ମଃନ୍ ସୁଣି ରିସା କଃରାୟ୍ଲାୟ୍ ? ମସାର୍ ଦଃୟ୍ ମିସର୍ ଦେସେ ହୁଣି ଜୁୟ୍ ଲକ୍ମଃନ୍ ବାରାୟ୍ ଆସି ରିଲାୟ୍, ସେ ସଃବୁ ଲକ୍ମଃନ୍ କାୟ୍ ସେମଃନ୍ ନୟ୍ ?17ଆର୍ ଜୁୟ୍ ଲକ୍ମଃନାର୍ ଉହ୍ରେ ଚାଳିସ୍ ବଃର୍ସ୍ ହଃତେକ୍ ସେ ରିସା ଅୟ୍ରିଲା ? ଜୁୟ୍ ଲକ୍ମଃନ୍ ହାହ୍ କଃରି ରିଲାୟ୍, ଜୁୟ୍ ଲକ୍ମଃନାର୍ ମଃଳ୍ ବଃଟାୟ୍ ହଃକାୟ୍ ଅୟ୍ରିଲି, କାୟ୍ ସେମଃନାର୍ ଉହ୍ରେ ନାୟ୍ ?18ଇସ୍ୱର୍ ଜଃଡ୍ବଃଳ୍ ସଃୟ୍ତ୍ କଃରି କୟ୍ରିଲା ସେହର୍ “ମର୍ ବିସାଉଁଣି ତଃୟ୍ ହୁରୁ ନଃହାର୍ତି” ସେ ଇରି ଜାକେ କୟ୍ରିଲା ସେମଃନ୍ ଇସ୍ୱରାର୍ ବିରଦେ କୟ୍ରିଲା ଲକ୍ମଃନ୍ ।19ବଃଲେକ୍ ଅଃମିମଃନ୍ ଦଃକୁଲୁ ଜେ, ସେମଃନାର୍ ଅବିସ୍ୱାସାର୍ ଗିନେ ସେମଃନ୍ ସେ ସଃୟ୍ତ୍ କଃଲା କିଣାନ୍ ଦେସେ ହୁରୁ ନଃହାୟ୍ଲାୟ୍ ।No translations available.