ବଇ ଆର୍ ମେଣ୍ଡା ହିଲା
1ମୁୟ୍ଁ ସିଙ୍ଗାସଣେ ବଃସ୍ଲା ଲକାର୍ ବୁଜ୍ଣି ଆତେ ଗଟେକ୍ ହଃର୍ନା ପୁସ୍ତକ୍ ଦଃକ୍ଲେ, ସେରି ଦୁୟ୍ ବାଟ୍ୟା ଲେକା ଅୟ୍ଲାର୍ ଆର୍ ସାତ୍ ଗଟ୍ ମୁଦ୍ରା ମାରା ଅୟ୍ଆଚେ ।2ଆର୍ ମୁୟ୍ଁ ଗଟେକ୍ ବଃଡେ ସଃକାତାର୍ ଦୁତ୍ ଦଃକ୍ଲେ, ସେ ବଃଡ୍ ଟଣ୍ଡେ ପର୍ଚାର୍ କଃରି କଃଉତି ରିଲା, “କେ ଇ ମୁଦ୍ରା ସଃବୁ ବାଙ୍ଗାୟ୍ ପୁସ୍ତକ୍ ଇଟାଉଁକ୍ ଜୟ୍ଗ୍ ?”3ମଃତର୍ ସଃର୍ଗ୍, ହୁର୍ତିବିଏ ଆର୍ ହଃତାଳେକେ ସେ ପୁସ୍ତକ୍ ଇଟାଉଁକ୍ କି ସେରି ଦଃକୁକ୍ ଜୟ୍ଗ୍ ନୟ୍ଲାୟ୍ ।4ସେ ପୁସ୍ତକ୍ ଇଟାଉଁକ୍ କି ସେରି ଦଃକୁକ୍ ଜୟ୍ଗ୍ କେ ନଃମିଳ୍ଲାକ୍ ମୁୟ୍ଁ ବେସି କାନ୍ଦ୍ଲେ ।5ସେତାକ୍ ପାରାଚିନ୍ମଃନାର୍ ବିତ୍ରେହୁଣି ଗଟେକ୍ ଲକ୍ ମକ୍ କୟ୍ଲା, “କାନ୍ଦ୍ ନାୟ୍, ଦଃକ୍, ଜେ ଜିଉଦା ବଃଉଁସେ ଜଃଲମ୍ ସିମାବାଗ୍ ଆର୍ ଦାଉଦାର୍ ମୁଳ୍, ସେ ପୁସ୍ତକାର୍ ସାତ୍ଗଟ୍ ମୁଦ୍ରା ବାଙ୍ଗି, ସେରି ଇଟାଉଁକ୍ ଜିଣି ଆଚେ ।”6ସଃଡେବଃଳ୍ ମୁୟ୍ଁ ଦଃକ୍ଲେ, ସିଙ୍ଗାସଣ୍, ଚାରିଜଃତୁ ଆର୍ ପାରାଚିନ୍ମଃନାର୍ ମଃଜାୟ୍ ଗଟେକ୍ ମେଣ୍ଡା ହିଲା ଟିଆ ଅୟ୍ଆଚେ, ସେ ମଃରି ଉଟ୍ଲା ହର୍ ଡିସ୍ତିରିଲା, ତାର୍ ସାତ୍ଗଟ୍ ସିଙ୍ଗ୍ ଆର୍ ସାତ୍ଗଟ୍ ଆକି; ସେ ସଃବୁ ଆକି ସଃବୁ ହୁର୍ତିୟେ ହଃଟାୟ୍ଲା ଇସ୍ୱରାର୍ ସାତ୍ଗଟ୍ ଆତ୍ମା ।7ସେ ମେଣ୍ଡାହିଲା ଆସି ସିଙ୍ଗାସଣେ ବଃସିରିଲା ଲକାର୍ କାତା ଆତେ ହୁଣି ସେ ପୁସ୍ତକ୍ ନିଲା ।8ସେ ପୁସ୍ତକ୍କେ ନିଲା ଦାହ୍ରେ ସେ ଚାରିଜିବ୍ ଆର୍ ଚବିସ୍ ପାରାଚିନ୍ ମେଣ୍ଡା ହିଲାର୍ ମୁୟେ ମୁଣ୍ଡିଆ ମାର୍ଲାୟ୍; ସେମଃନାର୍ ସଃବ୍କାର୍ ଆତେ ବିଣା ଆର୍ ଦଃର୍ମିମଃନାର୍ ପାର୍ତ୍ନା ହର୍ ଦୁହ୍ଣି ତଃୟ୍ ହୁର୍ନ୍ ଅୟ୍ଲା ସନାର୍ କପା ରିଲି ।9ସେମଃନ୍ ଗଟେକ୍ ନଃଉଆଁ ଗିତ୍ କୟ୍କଃରି କୟ୍ଲାୟ୍,“ତୁୟ୍ ସେ ପୁସ୍ତକ୍ ନେଉଁକ୍ଆର୍ ସେତିର୍ ମୁଦ୍ରା ସଃବୁ ବାଙ୍ଗୁକ୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ତୁୟ୍ ମଃରି ରିଲିସ୍,ଆରେକ୍ ଅଃହ୍ଣାର୍ ବଃନି ତଃୟ୍ ସଃବୁ କୁଟୁମ୍, ବିନ୍ବିନ୍ ବାସାର୍ ଲକ୍,ବିନ୍ବିନ୍ ବଃଉଁସ୍ ଆର୍ ଜାତି ବିତ୍ରେ ଇସ୍ୱରାର୍ ଗିନେ ଲକ୍ମଃନ୍କେ ଗେନି ଆଚ୍ସି ।10ଆରେକ୍ ସେମଃନ୍କେ ଅଃମିମଃନାର୍ ଇସ୍ୱରାର୍ ଗିନେ ରଃଜାର୍ ବଃଉଁସ୍ ଆର୍ ଜାଜକ୍ କଃରି ଆଚ୍ସି;ଆର୍ ସେମଃନ୍ ହୁର୍ତି ଉହ୍ରେ ରାଜ୍ କଃର୍ତି ।”11ତାର୍ହଃଚେ ମୁୟ୍ଁ ଦଃକ୍ଲେ, ଆରେକ୍ ସିଙ୍ଗାସଣ୍, ଜିବ୍ଜଃତୁ ଆର୍ ପାରାଚିନ୍ମଃନାର୍ ଚାରିବାଟ୍ୟା ଗାଦାଗାଦା ଦୁତ୍ମଃନାର୍ ଟଣ୍ଡ୍ ସୁଣ୍ଲେ; ସେମଃନ୍ ଅଃଜାର୍ ଅଃଜାର୍ ଆର୍ ଲାକ୍ ଲାକ୍ ରିଲାୟ୍ ।12ସେମଃନ୍ ବଃଡ୍ ଟଣ୍ଡେ କଃଉତି ରିଲାୟ୍,“ସଃକାତ୍, ଦଃନ୍, ଗ୍ୟାନ୍,ସଃକ୍ତି, ମାନ୍ତି, ଜଃଜ୍ମାନ୍ ଆର୍ ଗୁଣ୍ଗିତ୍ ହାଉଁକ୍ମଃରିରିଲା ମେଣ୍ଡା ହିଲା ହଃକା ଜୟ୍ଗ୍ ।”13ଆର୍ ମୁୟ୍ଁ ସଃର୍ଗ୍, ହୁର୍ତି, ହଃତାଳ୍ ଆର୍ ସଃମ୍ନ୍ଦେ ରିଲା ସଃବୁ ଉବୁଜ୍ଲା ଜଃତୁ, ହେଁ, ସେତି ରିଲା ସଃବୁ ଇରି କଃଉତାର୍ ସୁଣ୍ଲେ,“ଗୁଣ୍ଗିତ୍, ମାନ୍ତି, ଜଃଜ୍ମାନ୍ ଆର୍ ରାଜ୍ କଃର୍ତାର୍ ଜୁଗେଜୁଗେସିଙ୍ଗାସଣେ ବଃସିରିଲା ଲକାର୍ ଆର୍ ମେଣ୍ଡାହିଲାର୍ ଅଃଉଅ ।”14ସେତାକ୍ ଚାରି ଜିବ୍ଜଃତୁ କୟ୍ଲାୟ୍, “ଆମେନ୍ ।” ଆରେକ୍ ପାରାଚିନ୍ମଃନ୍ ମୁଣ୍ଡିଆ ମାରି ଜୁଆର୍ କଃଲାୟ୍ ।