ଜିସୁକେ ସୟ୍ତାନାର୍ ପରିକ୍ୟା
1ଇତାର୍ହଃଚେ ସୟ୍ତାନ୍ ତଃୟ୍ହୁଣି ପରିକ୍ୟା କଃରାୟ୍ ଅଃଉଁକେ ପବିତ୍ର ଆତ୍ମା ଜିସୁକେ ସୁକ୍ଲା ବଃଟାୟ୍ କାଡାୟ୍ ନିଲି ।2ଆରେକ୍ ଜିସୁ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ଉହାସ୍ ରିଲା ହଃଚେ, ତାକ୍ ବେସି ବୁକ୍ ଲାଗ୍ଲି ।3ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”4ମଃତର୍ ଜିସୁ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ,‘ମାନାୟ୍ ଅଃବ୍କା ରୁଟି କାୟ୍ କଃରି ଜିବନ୍ ନଃରେୟ୍,ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’”5ଇତାର୍ହଃଚେ ସୟ୍ତାନ୍ ଜିସୁକେ ପବିତ୍ର ଗଃଳ୍ ଜିରୁସାଲମେ ନଃୟ୍ ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି,6“ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇତି ହୁଣି ତଃଳେ ଡଃଗାଉ, କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ-‘ସେ ଅଃହ୍ଣାର୍ ଦୁତ୍ମଃନ୍କେ ତକେ ବଚାଉଁକେ ଆଡର୍ ଦଃୟ୍ ହଃଟାୟ୍ଦ୍;ସେମଃନ୍ ତକ୍ ଆତେ ଟେକି ଦଃର୍ତି,ତଃବେ ତର୍ ହାଦ୍ ହେଁ ଟେଳାୟ୍ ନଃହାୟ୍ ।’”7ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଆରେକ୍ ଲେକା ଆଚେ,‘ତୁୟ୍ ନିଜାର୍ ମାପ୍ରୁ ଇସ୍ୱର୍କେ ପରିକ୍ୟା କଃର୍ ନାୟ୍ ।’”8ଆରେକ୍ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ହଃର୍ବାତ୍ ଟିହେ ନିଲି ଆର୍ ଜଃଗତାର୍ ସଃବୁ ରାଇଜ୍ ଆର୍ ସେ ରାଇଜାର୍ ସଃବୁ ଦଃନ୍ ଦଃକାୟ୍ କୟ୍ଲି,9“ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।”10ତଃବେ ଜିସୁ ଉତୁର୍ ଦିଲା, “ଦୁର୍ ଅଃଉ, ସୟ୍ତାନ୍ ! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’”11ତାର୍ହଃଚେ ସୟ୍ତାନ୍ ଜିସୁକେ ଚାଡି ହଃଳାୟ୍ଲି; ଆର୍ ଦୁତ୍ମଃନ୍ ଆସି ତାର୍ ସେବା କଃରୁକେ ଦଃର୍ଲାୟ୍ ।ଜିସୁ ଗାଲିଲି ତଃୟ୍ ତାର୍ କାମ୍ ଆରୁମ୍ କଃଲା
12ଜଃଡେବଃଳ୍ ଜହନ୍କେ ବାନ୍ଦି ଜଃଇଲେ ହୁରାୟ୍ଲାୟ୍ ବଃଲି ଜିସୁ ସୁଣ୍ଲା, ସେ ଗାଲିଲିକେ ଗଃଲା ।13ଆର୍ ସେ ନାଜରିତ୍ ତଃୟ୍ ନଃରେୟ୍ ସୁବ୍ଲନ୍ ଆର୍ ନପ୍ତାଲି ହଲିୟେ ରିଲା ଗାଲିଲି ସଃମ୍ନ୍ଦ୍ କଃଣ୍ଡିର୍ କପୁର୍ନାହୁମ୍ ଗଃଳେ ଜାୟ୍ ବାସା କଃଲା ।14ଜଃନ୍କଃରି ଜିସାୟ୍ ବାବ୍ବାଦି ଲେକ୍ଲା ଇ କଃତା ହୁରୁଣ୍ ଅୟ୍ଦ୍,15“ସୁବ୍ଲନ୍ ଦେସ୍ ଆର୍ ନପ୍ତାଲି ଦେସ୍,ସଃମ୍ନ୍ଦ୍ ଚଃମାର୍ ଆର୍ ଜର୍ଦନ୍ ଗାଡାର୍ ସେହାଟି ରିଲା ଅଜିଉଦିମଃନାର୍ ଗାଲିଲି ।16ଅଃନ୍ଦାରେ ବାସା କଃର୍ତା ଲକ୍ମଃନ୍ଗଟେକ୍ ବଃଡ୍ ଉଜାଳ୍ ଦଃକ୍ତି,ଆର୍ ମଃର୍ନାର୍ ଚାୟ୍ ଦେସେ ରେତା ଲକ୍ମଃନାର୍ ଉହ୍ରେ,ସେ ଉଜାଳ୍ ଉଦେଦ୍ ।”17ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, “ତୁମାର୍ ହାହ୍ ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”ଜିସୁ ଚାରିଗଟ୍ ମାଚୁଆମଃନ୍କେ କୁଦ୍ଲା
18ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ ।19ଜିସୁ ସେମଃନ୍କେ କୟ୍ଲା, “ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପ୍ରୁର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।”20ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ସଃଙ୍ଗ୍ ଗଃଲାୟ୍ ।21ଆରେକ୍ ଜିସୁ ସେତିହୁଣି କଃଣ୍ଡେକ୍ ଆଗେ ଜାୟ୍ ଜେବଦିର୍ ହୟ୍ସି ଜାକୁବ ଆର୍ ଜହନ୍ ନାଉଁଆର୍ ଆରେକ୍ ଦୁୟ୍ ବାୟ୍କ୍ ତାକାର୍ ଉବାସି ଜେବଦି ସଃଙ୍ଗ୍ ଡଙ୍ଗାୟ୍ ଜାଲ୍ ହଃଜାଳ୍ତି ରିଲାର୍ ଦଃକି ସେମଃନ୍କେ କୁଦ୍ଲା ।22ଆର୍ ସେମଃନ୍ ସେଦାହ୍ରେ ଡଙ୍ଗା ଆର୍ ତାକାର୍ ଉବାସିକ୍ ଚାଡି ଜିସୁର୍ ହଃଚେ ହଃଚେ ଗଃଲାୟ୍ ।ଜିସୁର୍ ସିକ୍ୟା, ପର୍ଚାର୍, ଉଜ୍ କଃର୍ତାର୍
23ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।24ଆର୍ ଜିସୁର୍ କଃତା ସିରିଆ ଦେସାର୍ ସଃବୁ ହାକ୍ ଉର୍ଜି ଅୟ୍ଲି, ଆରେକ୍ ଲକ୍ମଃନ୍ ବୁତ୍ ଡଃସ୍ଲାର୍ ଲକ୍କେ, କୁନ୍ଦେଲ୍ ରଗି, ଏକ୍ଅଃଙ୍ଗି ରଗି, ଇବାନ୍ୟା ଗାଦେକ୍ ରଃକମାର୍ ରଗେ ମଃଳୁ ହଃଳିରିଲା ଲକ୍ ଆର୍ ଦୁକାୟ୍ ହଃଳିରିଲା ସଃବୁ ଲକ୍ମଃନ୍କେ ଜିସୁର୍ ଲଃଗେ ଆଣ୍ଲାୟ୍, ଆର୍ ଜିସୁ ସେମଃନ୍କେ ଉଜ୍ କଃଲା ।25ଆରେକ୍ ଗାଲିଲିର୍, ଦେକାପଲି ବଃସ୍ତି, ଜିରୁସାଲମ୍, ଜିଉଦା ରାଇଜ୍ ଆର୍ ଜର୍ଦନ୍ ଗାଡ୍ ସେହାଟିର୍ ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଳାୟ୍ ।