ଜିସୁର୍ ଅଃଦିକାର୍
1ଗଟ୍ଦିନ୍ ଜିସୁ ଜଃଡେବଃଳ୍ ମନ୍ଦିରେ ସିକ୍ୟା ଦେତିରିଲା ଆର୍, ନିକ କବୁର୍ ପର୍ଚାର୍ କଃର୍ତିରିଲା, ସଃଡେବଃଳ୍ ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁମଃନ୍ ପାରାଚିନ୍ମଃନାର୍ ସଃଙ୍ଗ୍ ଆସି ତାକ୍ କୟ୍ଲାୟ୍,2“ତୁୟ୍ ଇରିମଃନ୍ କୁୟ୍ ଅଃଦିକାରେ କଃରୁଲିସ୍ ଆର୍ ଜେ ତକେ ଇ ଅଃଦିକାର୍ ଦିଲା, ସେ କେ, ଅଃମିକ୍ କଃଉ ?”3ମଃତର୍ ଜିସୁ ସେମଃନ୍କେ ଉତୁର୍ ଦିଲା, “ମୁୟ୍ଁ ହେଁ ତୁମିକେ ଗଟେକ୍ କଃତା ହଃଚାରିନ୍ଦ୍, ମକେ କଃଉଆ,4ବାପ୍ତିସମ୍ ଦେତା ଜହନ୍ ବାପ୍ତିସମ୍ ଦେତା ଅଃଦିକାର୍ ସଃର୍ଗେ ହୁଣି କି ଲକାର୍ ତଃୟ୍ହୁଣି ଅୟ୍ଲି ?”5ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ କୟ୍ଲାୟ୍, “ଜଦି ସଃର୍ଗେ ହୁଣି ବଃଲି କଃଉନ୍ଦ୍, ତଃବେ ସେ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ଜହନ୍କେ ବିସ୍ୱାସ୍ ନଃକେଲାସ୍ ?6ମଃତର୍ ଜଦି ମାନାୟ୍ ତଃୟ୍ହୁଣି ବଃଲି କଃଉନ୍ଦ୍, ତଃବେ ଲକ୍ମଃନ୍ ଅଃମିକ୍ ଟେଳା ସୁତ୍ରି ମାରି ହଃକାଉତି, କାୟ୍ତାକ୍ବଃଲେକ୍ ଜହନ୍ ତ ଗଟେକ୍ ବାବ୍ବାଦି ବଃଲି ଲକ୍ମଃନ୍ ବେସି ବିସ୍ୱାସ୍ କଃର୍ତି ରିଲାୟ୍ ।”7ଇତାର୍ ଗିନେ ସେରି କୁୟ୍ତିହୁଣି ଅୟ୍ଲି, ଇରି ନଃଜାଣୁ ବଃଲି ସେମଃନ୍ କୟ୍ଲାୟ୍ ।8ଜିସୁ ସେମଃନ୍କେ କୟ୍ଲା, “ତଃବେ ମୁୟ୍ଁ କୁୟ୍ ଅଃଦିକାରେ ଇସଃବୁ କଃରୁଲେ, ସେରି ହେଁ ତୁମିମଃନ୍କେ ନଃକୟ୍ଁ ।”ଅଙ୍ଗୁର୍ ବାଳାର୍ ବାଗ୍ ତାସିମଃନାର୍ କଃତା
9ତାର୍ହଃଚେ ଜିସୁ ଲକ୍ମଃନ୍କେ ଇ କଃତା କଃଉଁକେ ଦଃର୍ଲା । “ଗଟ୍ ମାନାୟ୍ ଗଟ୍ ଅଙ୍ଗୁର୍ ବାଳ୍ କଃରି ସେରି ବାଗ୍ ତାସିମଃନ୍କେ ବାଗେ ଦଃୟ୍ ବୁତେକ୍ ଦିନାର୍ ଗିନେ ବିଦେସେ ଗଃଲା ।10ଆରେକ୍ ସେ ତାସିମଃନ୍ ଜଃନ୍କଃରି ତାକେ ବାଳାର୍ ଅଙ୍ଗୁର୍ ହଃଳାର୍ ବାଗ୍ ଦେତି, ଇତାକ୍ ସେ ଗଟେକ୍ ଗତିଦଃଙ୍ଗ୍ଳାକ୍ ଟିକ୍ ବେଳାୟ୍ ସେମଃନାର୍ ତଃୟ୍ ହଃଟାୟ୍ଲା, ମଃତର୍ ସେ ତାସିମଃନ୍ ତାକ୍ ମାଡ୍ ମାରି ଚୁଚା ଆତେ ହଃଟାୟ୍ଲାୟ୍,11ସେ ଆରେକ୍ ଗଟ୍ ଗତିଦଃଙ୍ଗ୍ଳାକ୍ ହେଁ ହଃଟାୟ୍ଲା; ମଃତର୍ ସେମଃନ୍ ତାକେ ହେଁ ମାଡ୍ ମାରି ଲାଜ୍ କଃରାୟ୍ ଆର୍ ଚୁଚା ଆତେ ହଃଟାୟ୍ଲାୟ୍ ।12ତାର୍ହଃଚେ ସେ ଦୁୟ୍ ଲକ୍କେ ହଃଟାୟ୍ଲା ହଃଚେ, ଆରେକ୍ ଗଟ୍ ଲକ୍କେ ହଃଟାୟ୍ଲା, ମଃତର୍ ସେମଃନ୍ ତାକେ ହେଁ ବାନାକାବ୍ରା କଃରି ହଃଦାୟ୍ ହଃକାୟ୍ଲାୟ୍ ।13ସେତାକ୍ ଅଙ୍ଗୁର୍ ବାଳାର୍ ସାଉକାର୍ କୟ୍ଲା ମୁୟ୍ଁ କାୟ୍ କଃରିନ୍ଦ୍ ? ମର୍ ଲାଡାର୍ ହଅକେ ହଃଟାୟ୍ନ୍ଦ୍, କେଜାଣ୍ ସେମଃନ୍ ତାକେ ମାୟ୍ନ୍ କଃର୍ତି ।14ମଃତର୍ ତାସିମଃନ୍ ତାକ୍ ଦଃକି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, ଏ ତ ସାଉକାରାର୍ ହୟ୍ସି, ଆକ୍ ମଃର୍ନେ ମାରୁଆଁ, ତଃବେ ସଃବୁ ଦଃନ୍ବିତ୍ ଅଃମାର୍ ଅୟ୍ଦ୍ ।15ଆର୍ ସେମଃନ୍ ତାକ୍ ମଃର୍ନେ ମାରି ଅଙ୍ଗୁର୍ ବାଳାର୍ ସେହାଟି ହଃକାୟ୍ଲାୟ୍ । ତଃନ୍ଅଲେ ଅଙ୍ଗୁର୍ ବାଳାର୍ ସାଉକାର୍ ସେମଃନ୍କେ କଃନ୍କଃରେଦ୍ ?16ସେ ଆସି ଇ ତାସିମଃନ୍କେ ନାସ୍ କଃରେଦ୍ ଆର୍ ବିନ୍ ଲକ୍ମଃନ୍କେ ଅଙ୍ଗୁର୍ ବାଳ୍ ଦଃୟ୍ଦ୍ ।” ଇରି ସୁଣି ସେମଃନ୍ କୟ୍ଲାୟ୍, “ସେରି ନଃଉଅ ।”17ମଃତର୍ ସେମଃନ୍କେ ଆକି ନିକକଃରି ସଃଳ୍କେ ଦଃକି କୟ୍ଲା, “ତଃବେ ଇ ଜୁୟ୍ କଃତା ଲେକାଆଚେ, ତାର୍ ବାବ୍ କାୟ୍ରି,ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ମଃନ୍ ନଃକେଲାୟ୍,ସେରି କନାର୍ ମୁଳ୍ ଟେଳା ଅୟ୍ଲି ।18ଜେ ସେ ଟେଳା ଉହ୍ରେ ଅଦ୍ରେଦ୍, ସେ କଃଣ୍ଡ୍ କଃଣ୍ଡ୍ ଅୟ୍ଦ୍, ଆର୍ ସେ ଟେଳା ଜାର୍ ଉହ୍ରେ ଅଦ୍ରେଦ୍ ତାକ୍ ସେରି ଗୁଣ୍ଡ୍ଗୁଣ୍ଡା କଃରେଦ୍ ।”ସିସ୍ଟୁ ଦେତା କଃତା ହଃଚାର୍ଲାୟ୍
19ଇତାକ୍ ଦଃର୍ମ୍ଗୁରୁ ଆର୍ ମୁଳ୍ ଜାଜକ୍ମଃନ୍ ସେଦାହ୍ରେ ତାକେ ଦଃରୁକେ ମଃନ୍ କଃଲାୟ୍, ମଃତର୍ ସେମଃନ୍ ଲକ୍ମଃନ୍କେ ଡିର୍ଲାୟ୍, ବଃଲେକ୍ ସେ କଃତା ସେମଃନ୍କେ ଦଃକିକଃରି ଜିସୁ ସେମଃନ୍କେ କୟ୍ଲା ବଃଲି ସେମଃନ୍ ବୁଜ୍ଲାୟ୍ ।20ସେତାକ୍ ସେମଃନ୍ ତାକ୍ ସଃର୍କାରି ଅଃଦିକାରିମଃନାର୍ ଆତେ ଆର୍ ରାଇଜ୍କଃର୍ତା ଲକାର୍ ଅଃଦିକାର୍ ତଃଳେ ସଃର୍ହି ଦେଉଁକେ ସୁବିଦା ଲଳି ତାର୍ କଃତାୟ୍ ଦଃସ୍ ଦଃରୁକ୍ ଚାଲାକି ବାବେ ଅଃହ୍ଣା ଅଃହ୍ଣାକ୍ ଦଃର୍ମି ଲକ୍ ବଃଲି ଦଃକାୟ୍ ଅଃଉତା ଚର୍ମଃନ୍କେ ଲାଚ୍ ଦଃୟ୍ ହଃଟାୟ୍ଲାୟ୍ ।21ସେ ଚର୍ମଃନ୍ ଜିସୁକେ ହଃଚାର୍ଲାୟ୍, “ଏ ଗୁରୁ, ଅଃମିମଃନ୍ ଜାଣିଆଚୁ ତୁୟ୍ ସଃତ୍ କଃତା କଃଉଁଲିସ୍ ଆର୍ ସିକ୍ୟା ଦେଉଁଲିସ୍ ଆର୍ କାର୍ ମୁକ୍ମେଟ୍ ନଃଦେକ୍ସି, ମଃତର୍ ସଃତ୍କଃରି ଇସ୍ୱରାର୍ ଇସାବେ ସିକ୍ୟା ଦେଉଁଲିସ୍ ।22ଅଃମିମଃନ୍କ୍ କଃଉ, କାଇସର୍କେ ସିସ୍ଟୁ ଦେତା ଅଃମାର୍ ବିଦି ଆଚେ କି ନୟ୍ ?”23ମଃତର୍ ଜିସୁ ସେମଃନାର୍ ଚାଲାକିକେ ଜାଣି ସେମଃନ୍କେ କୟ୍ଲା, “ମକ୍ ଗଟ୍ ଅଦ୍ଲି ଦଃକାଉଆ ।24ମକେ ଗଟେକ୍ ଟଃକା ଦଃକାଉ । ଇତି କାର୍ ମୁର୍ତି ଆର୍ ନାଉଁ ଆଚେ ?” ସେମଃନ୍ କୟ୍ଲାୟ୍, “କାଇସର୍ ।”25ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ରି କାଇସରାର୍ ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।”26ଇତାକ୍ ସେମଃନ୍ ଲକାର୍ ଆଗେ ତାର୍ କଃତାର୍ ଦଃସ୍ ଦଃରୁକ୍ ହାରି ନାହାର୍ଲାୟ୍, ଆର୍ ସେମଃନ୍ ତାର୍ କଃତାୟ୍ କାବା ଅୟ୍ ମଦା ଅୟ୍ଲାୟ୍ ।ଜିସୁକେ ମଃରିଉଟ୍ତା କଃତା ହଃଚାର୍ଲାୟ୍
27ତାର୍ହଃଚେ ମଃଲା ଲକ୍ ଉଟ୍ତାର୍ ସଃତ୍ ନଃକେର୍ତା କଃତିଗଟ୍ ସାଦୁକିମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍,28“ଏ ଗୁରୁ, ମସା ଅଃମାର୍ ଗିନେ ଲେକ୍ଲାଆଚେ ଜେ, ଜଦି ଗଟ୍ ଲକାର୍ ବାୟ୍ସିର୍ ଡକୁର୍ସି ରେଉଁ ରେଉଁ ହିଲାମଃନ୍ ନଃଉତ୍ ମଃରେଦ୍, ତଃନ୍ଅଲେ ତାର୍ ବାୟ୍ସି ତାର୍ ଡକୁର୍ସିକେ ସଃଙ୍ଗାୟ୍ କଃରି ଅଃହ୍ଣାର୍ ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।29ଗଟ୍ତର୍ ସାତ୍ ବାୟ୍ ରିଲାୟ୍, ବଃଡ୍ ବାୟ୍ସି ଗଟ୍ ମାୟ୍ଜିକେ ବିବା ଅୟ୍ଲା ଆର୍ ହିଲାମଃନ୍ ନଃଉତ୍ ମଃଲା ।30ଦୁୟ୍ ବାୟ୍ର୍ ହଃଚେ ଆରେକ୍ ଗଟ୍ ବାୟ୍ସି ହେଁ ତାକ୍ ସଃଙ୍ଗାୟ୍ଲା;31ସେରଃକମ୍ ସାତ୍ ବାୟ୍ ଜାକ ହିଲାମଃନ୍ ନଃଉତ୍ ମଃଲାୟ୍ ।32ସଃରାସଃରି ସେ ମାୟ୍ଜି ହେଁ ମଃଲି ।33ତଃବେ ମଃଲାଲକ୍ମଃନ୍ ଉଟ୍ତାବଃଳ୍ ସେମଃନାର୍ ବିତ୍ରେ ସେ କାର୍ ଡକୁର୍ସି ଅୟ୍ଦ୍ ? ସାତ୍ ବାୟ୍ ଜାକ ତ ତାକେ ସଃଙ୍ଗାୟ୍ ରିଲାୟ୍ ।”34ଜିସୁ ସେମଃନ୍କେ କୟ୍ଲା, “ଇ ଜଃଗତାର୍ ଲକ୍ମଃନ୍ ବିବା କଃର୍ତି ଆର୍ ବିବା ଦେତି ।35ମଃତର୍ ଜୁୟ୍ମଃନ୍ ସେ ଜଃଗତାର୍ ଗିନେ ଉଟ୍ତାର୍ ଜୟ୍ଗ୍ ଅଃଉତି, ସେମଃନ୍ ବିବା ନଃକେର୍ତି କି ବିବା ନଃଉତି ।36ଆରେକ୍, ସେମଃନ୍ ମଃରୁ ନଃହାର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଦୁତ୍ ମଃନ୍କାର୍ ହର୍ ରେତି, ଆର୍ ମଃରି ଉଟ୍ଲା ହିଲାମଃନ୍ ଅୟ୍ରିଲାକ୍ ଇସ୍ୱରାର୍ ହିଲାମଃନ୍ ଅଃଉତି ।37ମଃତର୍ ମଃଲାଲକ୍ମଃନ୍ ଜେ ଉଟ୍ତି, ଇରି ମସା ହେଁ ଗଟ୍ ବୁଟାର୍ ଗଃଟ୍ଣାୟ୍, ମାପ୍ରୁକେ ଅବ୍ରାହାମାର୍ ଇସ୍ୱର୍, ଇସାକାର୍ ଇସ୍ୱର୍, ଜାକୁବାର୍ ଇସ୍ୱର୍ ବଃଲି କୟ୍ ଜାଣାୟ୍ଲା ଆଚେ ।38ସେତ ମଃଲା ଲକାର୍ ଇସ୍ୱର୍ ନଃୟ୍, ମଃତର୍ ଜିବନ୍ ଲକାର୍, କାୟ୍ତାକ୍ବଃଲେକ୍, ସଃବୁ ଲକ୍ ତାର୍ ଲଃଗେ ଜିବନ୍ ରିଲା ଲକ୍ ।”39ସେତି କଃତେକ୍ ସାସ୍ତର୍ ଜାଣତା ଲକ୍ମଃନ୍ ଉତୁର୍ ଦିଲାୟ୍, “ଏ ଗୁରୁ, ତୁୟ୍ ଟିକ୍ କୟ୍ଲିସ୍ ।”40ସେତାକ୍ ସେମଃନ୍ ଜିସୁକେ କାୟ୍ କଃତା ହଃଚାରୁକ୍ ଆର୍ ସାସ୍ ନଃକେଲାୟ୍ ।କ୍ରିସ୍ଟ ବଃଲେକ୍ କେ
41ମଃତର୍ ଜିସୁ ସେମଃନ୍କେ ହଃଚାର୍ଲା, “କ୍ରିସ୍ଟ ଜେ ଦାଉଦାର୍ ହୟ୍ସି ବଃଲି ଲକ୍ମଃନ୍ କଃନ୍କଃରି କଃଉଁଲାୟ୍ ?42ବଃଲେକ୍ ନିଜେ ଦାଉଦ୍ ଗିତ୍ସହିତା ଲେକାହଃତାର୍ ତଃୟ୍ଁ କୟ୍ଆଚେ,ମାପ୍ରୁ ମର୍ ମାପ୍ରୁକ୍ କୟ୍ଲା,43ମୁୟ୍ଁ ଜଃଡେବଃଳ୍ ହଃତେକ୍ ତୁମାର୍ ସଃତ୍ରୁମଃନ୍କେ ତୁମାର୍ ହାଦ୍ସଃଙ୍ଗାଉତା ଟାଣେ ଆଣିନାଚୁ,ସଃଡେବଃଳ୍ ହଃତେକ୍ ମର୍ କାତାବାଟ୍ୟା ବଃସିରେ ।44ତଃବେ, ଦାଉଦ୍ ତାକେ ମାପ୍ରୁବଃଲି କଃଉଁଲା, ତଃବେ ସେ କଃନ୍କଃରି ତାର୍ ହୟ୍ସି ?”ଜିସୁ ଦଃର୍ମ୍ ସାସ୍ତର୍ଜାଣୁମଃନ୍କେ ଚେତାୟ୍ଲା
45ହଃଚେ ସେ ସଃବୁ ଲକାର୍ ମୁଏଁ ଚେଲାମଃନ୍କେ କୟ୍ଲା,46“ଦଃର୍ମ୍ ଗୁରୁମଃନାର୍ ତଃୟ୍ ଜଃଗ୍ରାତ୍, ସେମଃନ୍ ଡେଙ୍ଗ୍ ବଃସ୍ତର୍ ହିନ୍ଦି ବୁଲୁକ୍, ଆର୍ ଆଟେ ବଃଜାରେ ଜୁଆର୍ ହାଉଁକେ, ପାର୍ତ୍ନା ଗଃରେ ବଃଡ୍ କୁର୍ଚି ଆର୍ ବଜିତଃୟ୍ ବଃଡ୍ ଟାଣେ ବଃସୁକେ ମଃନ୍ କଃର୍ତି ।47ସେମଃନ୍ ରାଣ୍ଡିମଃନାର୍ ଗଃର୍ଗୁଡା ସଃବୁ ଅଃଦିକାର୍ କଃର୍ତି ଆର୍ ଚାଲାକି କଃରି ବେସି ଗଃଳି ପାର୍ତ୍ନା କଃର୍ତି; ସେମଃନ୍ ଜଃବର୍ ବିଚାର୍ ତଃୟ୍ଁ ଡଃଣ୍ଡ୍ ହାଉତି ।”