ଏବ୍ରି5bdv_twf
1କାୟ୍ତାକ୍ବଃଲେକ୍ ହଃତି ମୁଳ୍ ଜାଜକ୍ ଜଃନ୍କାର୍ ହାହ୍ ଗିନେ ଦାନ୍ ଆର୍ ହୁଜା ଦେଉଁକ୍ ହାର୍ତି, ସେତାର୍ଗିନେ ସେ ମାନାୟ୍ମଃନାର୍ ବିତ୍ରେ ହୁଣି ହଃଦ୍ ହାୟ୍ ଇସ୍ୱରାର୍ ସେବା କଃରୁକେ ଲକ୍ମଃନ୍ ବାଚ୍ତି ।2ସେ ଅଗ୍ୟାନି ଆର୍ ବାଟ୍ବାଣା ଲକ୍ମଃନାର୍ ଗିନେ ଦଃୟା ଦଃକାଉଁକ୍ ଜୟ୍ଗ୍, କାୟ୍ତାକ୍ବଃଲେକ୍ ସେ ନିଜେ ହେଁ ନିଗାଳ୍;3ଇତାର୍ ଗିନେ ଲକ୍ମଃନାର୍ ଜଃନ୍କଃରି, ଅଃହ୍ଣାର୍ ଗିନେ ହେଁ ସେବାନ୍ୟା ହାହାର୍ ମଲ୍ ହୁଜା ଦେଉଁକ୍ ତାର୍ ଦଃର୍କାର୍ ।4ଆର୍ କେ ଇ ମାନ୍ତିର୍ ହଃଦ୍ ନିଜେ ନଃଦେର୍ତି, ମଃତର୍ ହାରଣ୍କେ ଇସ୍ୱର୍ ଜଃନ୍କଃରି କୁଦ୍ଲା ସେବାନ୍ୟା ଇସ୍ୱରାର୍ ତଃୟ୍ହୁଣି କୁଦାୟ୍ ଅଃଉତା ଦଃର୍କାର୍ ।5ସେବାନ୍ୟା କ୍ରିସ୍ଟ ହେଁ ମୁଳ୍ ଜାଜକ୍ ହଃଦାର୍ ଜଃଜ୍ମାନ୍ ନିଜେ ଲଳି ନଃରିଲା, ମଃତର୍ ଇସ୍ୱର୍ ତାକେ ସେ ଜଃଜ୍ମାନ୍ ହଃଦ୍ ଦଃୟ୍ରିଲା, କାୟ୍ତାକ୍ବଃଲେକ୍ ସେ ତାକେ କୟ୍ରିଲା,“ତୁୟ୍ ମର୍ ହଅ,ଆଜି ମୁୟ୍ଁ ତକ୍ ଜଃଲମ୍ ଦଃୟ୍ଆଚି ।”6ଆରେକ୍ ସେ ବିନ୍ ଟାଣେ କୟ୍ଆଚେ,“ତୁୟ୍ ମଲ୍କିସେଦକ୍ କଃର୍ତିରିଲା ହଃଦ୍ ହାୟ୍ଜୁଗେଜୁଗେ ଜାଜକ୍ ଅୟ୍ରେସି ।”7ଜେ ତାକେ ମଃଲା ତଃୟ୍ହୁଣି ବଚାଉଁକ୍ ହାରେ, ତାର୍ ଲଃଗେ ସେ ଅଃହ୍ଣାର୍ ହୁର୍ତିବିର୍ ଜିବନେ ରେତାବଃଳ୍ ବୁତେକ୍ କାନ୍ଦ୍ତାର୍ ଆର୍ ଆସୁ ସଃଙ୍ଗ୍ ପାର୍ତନା ଆର୍ ଗଉଆରି କଃରିରିଲା, ଆର୍ ଉତୁର୍ ହର୍ ବିପ୍ତି ତଃୟ୍ହୁଣି ରଃକ୍ୟା ହାୟ୍8ସେ ଇସ୍ୱରାର୍ ହୟ୍ସି ଅୟ୍ଲେକ୍ ହେଁ ଦୁକ୍ ବୟଃଗ୍ କଃରି କଃତା ମାନ୍ତାର୍ ସିକ୍ଲା,9ଇ ହଃର୍କାରେ ଇସ୍ୱର୍ ତାକେ ସିଦ୍ ମୁଳ୍ ଜାଜକ୍ ଅଃଉଁକେ ଜୟ୍ଗ୍ କଃଲା ଆରେକ୍ ସିଦ୍ ଅୟ୍ ନିଜାର୍ କଃତା ମାନ୍ତା ଲକ୍ମଃନାର୍ ଗିନେ ସଃବୁ ଦିନାର୍ ଗିନେ ମୁକ୍ତି ଆଣିରିଲା;10ଇତାକ୍ ସେ ଇସ୍ୱରାର୍ ତଃୟ୍ହୁଣି ମଲ୍କିସେଦକାର୍ ଟାଣେ ମୁଳ୍ ଜାଜକ୍ ବଃଲି ନାଉଁ ହାୟ୍ଲା ।