୨ କରନ୍ତି6bdv_twf
1ଆରେକ୍ ହେଁ ଇସ୍ୱରାର୍ ଦଃୟା ହାୟ୍ଲାର୍ ଜଃନ୍କଃରି ତୁମିମଃନାର୍ ତଃୟ୍ ହଲ୍ୟା ନୟେ, ଇତାର୍ ଗିନେ ଇସ୍ୱର୍ ସଃଙ୍ଗ୍ ଗଟେକ୍ ତଃୟ୍ କାମ୍ କଃରୁ କଃରୁ ଅଃମିମଃନ୍ ଗଃଉଆରି କଃରୁଲୁ ।2କାୟ୍ତାକ୍ବଃଲେକ୍ ଇସ୍ୱର୍ ଜାୟ୍ରି କଃଉଁଲା ସୁଣା,“ମୁୟ୍ଁ ଦଃୟାର୍ ବଃଳ୍ତୁମାର୍ ପାର୍ତ୍ନା ସୁଣ୍ଲେ,ଆର୍ ମୁକ୍ଳାଉଁଣିର୍ ଦିନ୍ମୁୟ୍ଁ ତୁମାର୍ ଉହ୍କାର୍ କଃଲେ ।”ଦଃକା, ଅଃବେ ବଃଡେ ଦଃୟାର୍ ବେଳା; ଅଃବେ ମୁକ୍ଳାଉଁଣିର୍ ଦିନ୍ ।3ଜଃନ୍କଃରି ଅଃମିମଃନାର୍ ସେବାକଃର୍ତା ହଃଦ୍ ବାଦା ନାହାୟ୍, ସେତାର୍ଗିନେ ଅଃମିମଃନ୍ କୁୟ୍ କଃତାୟ୍ ହେଁ ବାଦା ନଃଦେଉଁକେ ଚେସ୍ଟା କଃରୁଲୁ ।4ମଃତର୍ ଅଃମି ସଃବୁ ଅବୁସ୍ତାୟ୍ ନିଜ୍କେ ଇସ୍ୱରାର୍ ସେବାକାରି ହର୍ ଚିନାୟ୍ ଦେଉଁଲୁ । ବୁତେକ୍ ସାସ୍ ସଃଙ୍ଗ୍ ଅଃମି ସଃବୁ ରଃକମାର୍, କଃସ୍ଟ୍ ତଃୟ୍, ଦୁର୍ଦଃସା ତଃୟ୍, ବିପ୍ତି ତଃୟ୍ ସଃମ୍ବାଳି ଆଚୁ,5ମାଡ୍ ତଃୟ୍, ଜଃଇଲେ ହୁର୍ଲା ତଃୟ୍, ଗଃଣ୍ଡ୍ଗଳ୍ ତଃୟ୍, ହାୟ୍ଟି କଃର୍ତା ତଃୟ୍, ନଃସଉତା ରାତି ତଃୟ୍, ବୁକାର୍ ତଃୟ୍,6ପବିତ୍ର ତଃୟ୍, ଗ୍ୟାନ୍ ତଃୟ୍, ସଃମ୍ବାଳ୍ତା ତଃୟ୍, ଦିରାବାବ୍ ତଃୟ୍, ପବିତ୍ର ଆତ୍ମାର୍ ତଃୟ୍, ନିକ ଲାଡ୍ ତଃୟ୍,7ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ ।8ଅଃମି ମାନ୍ତି ଆର୍ ଅମାନ୍ୟାର୍ ହାୟ୍ଆଚୁ । ଅଃମି ଲାଜ୍ ହାୟ୍ଆଚୁ ଆର୍ ଗୁଣ୍ଗିତ୍ ହାୟ୍ଆଚୁ । ମିଚ୍ କଃଉତା ଲକାର୍ ହର୍ ଅୟ୍ ଆଚୁ ମଃତର୍ ଅଃମି ସଃତ୍ କଃଉତା ଲକ୍,9ନଃଚିନ୍ଲା ଲକାର୍ ହର୍ ମଃତର୍ ଚିନଃଲା ଲକ୍, ମଃଲା ଲକାର୍ ହର୍, ମଃତର୍ ଦଃକା, ଅଃମିମଃନ୍ ଜିବନ୍ ଆଚୁ, ଡଃଣ୍ଡ୍ ହାୟ୍ଲା ଲକାର୍ ହର୍, ମଃତର୍ ମାରାୟ୍ ନଃଉଁ,10ଦୁକାର୍ ଲକ୍ ହର୍, ମଃତର୍ ସଃବୁବଃଳ୍ ସଃର୍ଦା, ଗଃରିବ୍ ଲକାର୍ ହର୍, ମଃତର୍ ଗାଦେକ୍ ଲକ୍କେ ଦଃନ୍ ଦେଉଁକେ ଲକ୍, କାୟ୍ରି ନଃହାଉତା ଲକାର୍ ହର୍, ମଃତର୍ ସଃବୁ ହାୟ୍ଲା ଲକ୍ ।11ଏ କରନ୍ତିର୍ ଲାଡାର୍ ବାୟ୍ ଆର୍ ବେଣିମଃନ୍, ତୁମିମଃନ୍କେ ଅଃମିମଃନାର୍ ସଃବୁ କଃତା କୟ୍ଆଚୁ, ଅଃମିମଃନ୍ ତୁମିକେ ମଃନ୍ ଦଃୟ୍ ଲାଡ୍ କଃରୁଲୁ ।12ତୁମିମଃନାର୍ ହାକ୍ ଅଃମିମଃନାର୍ ଲାଡ୍ ଉଣା ନାୟ୍, ମଃତର୍ ତୁମିମଃନାର୍ ଲାଡ୍ ଉଣା ।13ନିଜାର୍ ହିଲାମଃନ୍କେ କୟ୍ଲା ହର୍ ମୁୟ୍ଁ କଃଉଁଲେ, ଅଃମିମଃନ୍ ତୁମିକେ ଜଃନ୍କଃରି ଲାଡ୍ କଃରୁଲୁ ସେବାନ୍ୟା ଅଃମିମଃନ୍କ୍ ହେଁ ଲାଡ୍ କଃରା । ତୁମିମଃନାର୍ ମଃନ୍ ହେଁ ଅସାର୍ କଃରି ଉଗାଳା ।