ଇସ୍ୱରାର୍ ଲକ୍ମଃନାର୍ ଗିନେ ଦାନ୍ଦେତାର୍
1ଜିଉଦାର୍ ଦଃର୍ମିମଃନାର୍ ଗିନେ ଦାନ୍ ଦେଉଁକେ ଜଃନ୍କଃରି ମୁୟ୍ଁ ଗାଲାତିର୍ ମଣ୍ଡ୍ଳିମଃନ୍କେ ଗଃଉଆରି କଃରିରିଲେ, ତୁମିମଃନ୍ ହେଁ ସେନ୍ କଃରା ।2ମୁୟ୍ଁ ଗଃଲେକ୍ ଜଃନ୍କଃରି ଦାନ୍ ମାଗ୍ତାର୍ ଲଳା ନଃହେଳେ, ଇତାର୍ ଗିନେ ହଃତି ରୟ୍ବାର୍ ଦିନ୍ ତୁମିମଃନ୍କେ ଅଃହ୍ଣାର୍ ଅଃହ୍ଣାର୍ କାମାଉଣିର୍ ସୁବିଦା ହଃର୍କାରେ ଅଃଳକ୍ ଅଃଳକ୍ ଜଃମା କଃରି ବିନେ ସଃଙ୍ଗାଉଆ ।3ଆର୍ ମୁୟ୍ଁ ଆୟ୍ଲେକ୍ ତୁମିମଃନ୍କେ ଜୁୟ୍ ଲକ୍ମଃନ୍ ପରିକ୍ୟାୟ୍ ଜିଣି ଆଚ୍ତି ବଃଲି ମଃନେ କଃରାସ୍, ମୁୟ୍ଁ ସେ ମଃନ୍କେ ଚିଟି ଦଃୟ୍ ଜିରୁସାଲମେ ତୁମିମଃନ୍କାର୍ ଦିଲାର୍ ଦାନ୍ ନେଉଁକେ ହଃଟାୟ୍ନ୍ଦ୍ ।4ଆରେକ୍ ଜଦି ମୁୟ୍ଁ ଜାତାର୍ ଲଳା ଅୟ୍ଲେକ୍, ସେମଃନ୍ ମର୍ ସଃଙ୍ଗ୍ ଜାତି ।ପାଉଲାର୍ ଉପାୟ୍
5ମଃତର୍ ମୁୟ୍ଁ ମାକିଦନିଆ ଅୟ୍ ଗଃଲାହଃଚେ, ତୁମିମଃନ୍କାର୍ ହାକ୍ ଆସିନ୍ଦ୍, ବଃଲେକ୍ ମୁୟ୍ଁ ମାକିଦନିଆ ଅୟ୍ ଜାୟ୍ନ୍ଦ୍6ଆର୍ ଅଃଉଁହାର୍ଲେକ୍ ତୁମିମଃନ୍କାର୍ ସଃଙ୍ଗ୍ କଃତିଦିନ୍ ରଃୟ୍ନ୍ଦ୍ ସିତ୍ ହଃଦ୍ନା ରଃୟ୍ନ୍ଦ୍ ବଃଲି ବାବୁଲେ, ସେତାକ୍ ମୁୟ୍ଁ ଜେଣେ ଗଃଲେକ୍ ହେଁ ତୁମିମଃନ୍ ମକେ ଉହ୍କାର୍ କଃରୁ ହାରାସ୍ ।7କାୟ୍ତାକ୍ବଃଲେକ୍ ଇ ତର୍ ଜାତାବଃଳ୍ ତୁମିମଃନ୍କାର୍ ସଃଙ୍ଗ୍ ବେଟ୍ଗାଟ୍ ଅଃଉଁକେ ମଃନ୍କଃରୁଲେ, ବଃଲେକ୍ ମାପ୍ରୁ ରେଉଁକ୍ ଦିଲେକ୍ ତଃବେ ତୁମିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ରେଉଁକେ ଆସା କଃରୁଲେ ।8ମଃତର୍ ମୁୟ୍ଁ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ହଃତେକ୍ ଏପିସିଏ ରଃୟ୍ନ୍ଦ୍;9କାୟ୍ତାକ୍ବଃଲେକ୍ ମର୍ ବିରଦି ମଃନ୍ ଗାଦେକ୍ ରିଲେକ୍ ହେଁ, ହଃଳ୍ ହାଉତା କାମ୍ କଃରୁକେ, ମର୍ଗିନେ ଅସାର୍ ଦୁଆର୍ ଉଗାଳା ଅୟ୍ଆଚେ ।10ଜଦି ତିମତି ଜାୟ୍ଦ୍ ତଃବେ ଜଃନ୍କଃରି ନଃଡିରିକଃରି ତୁମିମଃନ୍କାର୍ ସଃଙ୍ଗ୍ ରଃୟ୍ଦ୍, ସେତାର୍ ଗିନେ ଦିଆନ୍ କଃରା କାୟ୍ତାକ୍ବଃଲେକ୍ ମୁୟ୍ଁ ଜଃନ୍କାର୍ ସେ ହେଁ ସେନ୍କାର୍ ମାପ୍ରୁର୍ କାମ୍ କଃରୁଲା ।11ଇତାକ୍ ତାକେ କେ ସାନ୍ ନଃକେର, ମଃତର୍ ସେ ଜଃନ୍କଃରି ମର୍ ହାକ୍ ଆସୁ ହାରେ ଇତାର୍ ଗିନେ ତାକେ ସୁସ୍ତାୟ୍ ବାଟ୍ କାଡାୟ୍ ଦିଆସ୍, କାୟ୍ତାକ୍ବଃଲେକ୍ ବାୟ୍ ବେଣିମଃନାର୍ ସଃଙ୍ଗ୍ ଆସେଦ୍ ବଃଲି ମୁୟ୍ଁ ଜାଗିଆଚି ।12ମଃତର୍ ବାୟ୍ ଆପଲାର୍ କଃତା କଃଉଁଲେ, ବାୟ୍ମଃନାର୍ ସଃଙ୍ଗ୍ ତୁମିମଃନ୍କାର୍ ହାକ୍ ଜଃଉଁକେ ମୁୟ୍ଁ ତାକେ ବେସି ଗଃଉଆରି କଃଲେ, ମଃତର୍ ଅଃବେ ଜଃଉଁକେ ତାର୍ ମୁଳ୍କେ ମଃନ୍ ନାୟ୍, ମଃତର୍ ସୁବିଦା ମିଳ୍ଲେକ୍ ସେ ଜାୟ୍ଦ୍ ।ସଃରାସଃରି କଃତା
13ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ ।14ସଃବୁ କାମ୍ ଲାଡେ କଃରା ଅଃଉଅ ।15ଏ ବାୟ୍ ବେଣିମଃନ୍, ମୁୟ୍ ଗଃଉଆରି କଃରୁଲେ, ସ୍ତିପାନ୍ ଆର୍ ତାର୍ ଗଃର୍କୁଟୁମ୍ ଜେ ଆକାୟାର୍ ହଃର୍ତୁ ଅୟ୍ଲା ବିସ୍ୱାସି; ଆର୍ ଦଃର୍ମିମଃନାର୍ ସେବାୟ୍ ଲାଗିହଃଳି ଆଚ୍ତି, ଇରି ତୁମିମଃନ୍ ଜାଣାସ୍ ।16ଇ ହଃର୍କାରେ ଲକ୍ମଃନ୍କାର୍ ଆରେକ୍ ସଃବୁ ମିସ୍ଣେ କାମ୍ କଃର୍ତା ଲକ୍ମଃନ୍ ଆର୍ କଃସ୍ଟ୍ କଃର୍ତା ଲକ୍ମଃନ୍କାର୍ କଃତା ମାନା, ତୁମିମଃନ୍କେ ଇ ଗଃଉଆରି କଃରୁଲେ ।17ସ୍ତିପାନ୍, ପର୍ତୁନାତ୍ ଆର୍ ଆକାୟା ଆୟ୍ଲାକ୍ ମୁୟ୍ଁ ସଃର୍ଦା କଃରୁଲେ, କାୟ୍ତାକ୍ବଃଲେକ୍ ତୁମିମଃନାର୍ ନଃରିଲାର୍ ଗିନେ ମର୍ ଜୁୟ୍ ଅକେଟ୍ ରିଲି, ସେରି ସେମଃନ ହୁରୁଣ୍ କଃରିଆଚ୍ତି18ଜୁୟ୍ତାର୍ ଗିନେ ସେମଃନ୍ ମର୍ ଆର୍ ତୁମିମଃନ୍କାର୍ ଆତ୍ମାକେ ସଃର୍ଦା କଃରାୟ୍ଲାୟ୍; ତଃବେ ତୁମିମଃନ୍କେ ଇ ରଃକମ୍ ଲକ୍ମଃନ୍କେ ଜୟ୍ଃଗ୍ ବଃଲି ଜାଣି ମାନ୍ତି କଃରା ।19ଆସିଆ ଦେସାର୍ ମଣ୍ଡ୍ଳିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ । ଆକିଲା ଆର୍ ପ୍ରିସ୍କିଲା ସେମଃନାର୍ ଗଃରାର୍ ମଣ୍ଡ୍ଳି ସଃଙ୍ଗ୍ ମାପ୍ରୁର୍ ତଃୟ୍ ତୁମିମଃନ୍କେ ଲାଡାର୍ ଦନ୍ୟବାଦ୍ ଜାଣାଉଁଲାୟ୍ ।20ଇତିର୍ ବାୟ୍ ଆର୍ ବେଣି ସଃବୁଲକ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍, କ୍ରିସ୍ଟାନ୍ ପବିତ୍ର ଲାଡେ ହଃତିଲକ୍ ଦନ୍ୟବାଦ୍ କଃରାକଃରି ଅଃଉଆ ।21ମୁୟ୍ଁ ପାଉଲ୍ ନିଜାର୍ ଆତେ ଇ ସଃବୁ ଲେକି ଦନ୍ୟବାଦ୍ ଜାଣାଉଁଲେ ।22ଜଦି, କେ ମାପ୍ରୁକେ ଲାଡ୍ ନଃକେରେ, ତଃବେ ସେ ସାୟ୍ପ୍ ହାଉଅ । ମାରାନାତା, ଅଃମାର୍ ମାପ୍ରୁ ଆସ ।23ମାପ୍ରୁ ଜିସୁର୍ ଦଃୟା ତୁମିମଃନ୍କାର୍ ଉହ୍ରେ ଅଃଉଅ ।24କ୍ରିସ୍ଟ ଜିସୁର୍ ତଃୟ୍ ମର୍ ଲାଡ୍ ତୁମି ସଃବୁ ଲକାର୍ ଉହ୍ରେ ରେଉଅ ।